ପାଞ୍ଚ ବର୍ଷରେ ୧,୦୦,୦୦୦ ପଏଣ୍ଟ ଛୁଇଁପାରେ ସେନସେକ୍ସ
ମେଟ୍ରୋ ଟିଭି ଓଡିଶା,୬/୨ : ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ୟେସାର ସୂଚକାଙ୍କ ସେନସେକ୍ସ ଆସନ୍ତା ୫ ବର୍ଷରେ ୧,୦୦,୦୦୦ ପଏଣ୍ଟ ସ୍ତର ପାର କାରିପାରେ । ଏହି ଉପଲବ୍ଧି ଭାରତକୁ ପୁଣି ଥରେ ଏସିଆର ସବୁଠାରୁ ବଡ ବଜାର କରିପାରିବ । ଜେଫରିସର ଇକ୍ୱିଟି ଷ୍ଟ୍ରାଟେଜୀର ଗ୍ଲୋବାଲ ହେଡ୍!-->!-->!-->…