ଇଡି ହାଜତରେ ରହିବେ ଆପ୍ ନେତା ସଂଜୟ ସିଂହ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହାଜତ ପଠାଯାଇଛି। ବର୍ଷକ ମଧ୍ୟରେ ଆପ୍ର ତୃତୀୟ ନେତାଭାବେ ସଂଜୟ ସିଂହ ଏହି ମାମଲାରେ ଗିରଫ ହୋଇଛନ୍ତି। ଦିଲ୍ଲୀର ପୂର୍ବତନ…