ଆରଆଇ ପରୀକ୍ଷାରେ ଅନିୟମିତତା ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ
ଆରଆଇ, ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତା ନେଇ ରାଜ୍ୟବାସୀ ବିରୋଧାଭାସ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପରୀକ୍ଷାରେ ଅନିୟମିତା ହୋଇଥିବା ନେଇ ବହୁ ପରୀକ୍ଷାର୍ଥୀ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଛନ୍ତି । ତେବେ ଏହା ମଧ୍ୟରେ ଏହି ପରୀକ୍ଷାର ଅନିୟମିତା ନେଇ…