Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Tag
#RBI
ଆରବିଆଇର ନୂଆ ନିୟମ ବିନା ଇଣ୍ଟରନେଟ୍ରେ ହୋଇପାରିବ ଡିଜିଟାଲ ପେମେଣ୍ଟସ୍
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଭାରତ ଏକ ଗ୍ରାମ୍ୟବହୁଳ ରାଷ୍ଟ୍ର ଯେଉଠି ଗାଁ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଭିତରେ ରୁହନ୍ତି । ଆଜି ଯାଏ ଏହି ସବୁ ଗାଁକୁ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନାହିଁ । ତଥାପି ଏହି ସବୁ ଗାଁର ବିକାଶ ପାଇ ସରକାର କାର୍ଯ୍ୟରତ । ଏହି ଗାଁ ଗୁଡିକର ଡିଜିଟାଲ!-->!-->!-->…
ନବବର୍ଷରୁ ମହଙ୍ଗା ହେବ ଏଟିଏମ୍ କାରବାର
ମେଟ୍ରୋ ଟିଭି ବ୍ୟୁରୋ ,୧/୧: ବର୍ଷର ଆରମ୍ବରୁ ମହଙ୍ଗା ହେବାକୁ ଯାଉଛି ଏଟିଏମ୍ କାରବାର । ଏଣିକି ଅଧିକ ଏଟିଏମ୍ ବ୍ୟବହାର ପାଇ ଦେବାକୁ ହେବ ଏଟିଏମ୍ ଫି । ଜୁନ ମାସରେ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଗ୍ରାହକମାନଙ୍କୁ ମାଗଣା ଅନୁମତିଯୋଗ୍ୟ ସୀମାଠାରୁ!-->!-->!-->…
ନୂଆ ବର୍ଷର ଆରମ୍ଭରୁ ବନ୍ଦ ରହିବ ବ୍ୟାଙ୍କ ସେବା
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆଉ କିଛିଟା ଦିନ ଭିତରେ ଆମଠୁ ବିଦାୟ ନେବ ୨୦୨୧ । ନୂଆ ବର୍ଷର ନୂଆ ଆରମ୍ଭରେ ବ୍ୟାଙ୍କର ସେବା ବନ୍ଦ ରହୁଛି ।ଏଥିନେଇ ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ୬ଦିନ ବ୍ୟାଙ୍କ ଛୁଟି ରହିଛ ।ବ୍ୟାଙ୍କ କର୍ମଚାରୀଙ୍କ ପାର୍ଟ ଏବେ ବଡ଼ଦିନ ଠାରୁ ଆରମ୍ଭ ହୋଇ!-->…