Browsing Tag

#rainfall

ରାଜ୍ୟରେ କାଲିଠୁ ପୁଣି ବର୍ଷା , କମି ପାରେ ଶୀତ

ମେଟ୍ରୋ ଟିଭି ଓଡିଶା,୮/୨ : ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ଫଳରେ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୮ ତାରିଖ ରାତିରୁ

ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୪/୨ : ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ଘଡଘଡି ସହ କୁଆପଥର ବର୍ଷାବେହବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ରାଜଧାନୀରେ ସକାଳେ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହେଲାଣି ।

ରାଜ୍ୟରେ ୨ଦିନ ପୁଣି ଜାରି ରହିବ ବର୍ଷା

ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମିଛି ଶୀତ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ପୁଣି ଭିଜିବ ଓଡ଼ିଶା। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହୋଇପାରେ । ଏହି ପୂର୍ବାନୁମାନ

ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ,୨୪ଜଣ ମୃତ

ମେଟ୍ରୋ ଟିଭି ଓଡିଶା,୨/୨ : ପ୍ରବଳ ବର୍ଷା ଯୋଗୁ ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ ହୋଇଛି । ଇକ୍ୱାଡୋରର ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ

ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା

ମେଟ୍ରୋ ଟିଭି ଓଡିଶା,୩୧/୧ : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ଫେବ୍ରୁଆରୀରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା,

ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା

ମେଟ୍ରୋ ଟିଭି ଓଡିଶା,୧୬/୧: ବର୍ଷା ସରିଯିବା ପରେ ରାଜ୍ୟରେ ଏବେ ଶୀତର ଲହରି ଆସିବ । ପୂଣି ଜାରି ହେବ ଶୀତର ପ୍ରକୋପ । ଆଗାନୀ ୩ଦିନ ଅସହ୍ୟ ଶୀତରେ ଥରିବ ପୁରା ଓଡିଶା । ଏହାକୁ ନୋଇ ପୂର୍ବାନିମାନ କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି

ରାଜ୍ୟରେ ବଢିବ ଶୀତ

ମେଟ୍ରୋ ଟିଭି ଓଡିଶା,୧୫/୧: ରାଜ୍ୟରେ ଏବେ ବଦଳିବ ପାଗ । ବର୍ଷା ସରବା ପରେ ଏବେ ଶୀତର ପ୍ରକୋପରେ ଥରିବ ସାରା ଓଡିଶା । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪