ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ ,୧୦୭ ବର୍ଷର ରେକର୍ଡ ଭାଙ୍ଗିଲା
ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ । ଭାଙ୍ଗିଲା ୧୦୭ ବର୍ଷର ରେକର୍ଡ । ଠାଣେରୁ ରାୟଗଡ଼ ଯାଏ ଜାରି ହୋଇଛି ରେଡ ଆଲର୍ଟ । ଦାଦର, ପରେଲ, କୁର୍ଲାର ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସଡ଼କ, ରେଳ ଓ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ମହାନଗରୀର ରାସ୍ତାଘାଟ, ରେଳଧାରଣା ଓ ବିମାନବନ୍ଦର ସମେତ…