Browsing Tag

Pvt bus

ଆଜିଠୁ ୧୪ ଜିଲ୍ଲାରେ ଗଡ଼ିବନି ବସ୍‌! କଣ କହିଲେ ମନ୍ତ୍ରୀ ?

ଲକ୍ଷ୍ମୀ ବସକୁ ନେଇ ବିବାଦ । କ୍ଷତି ହେଉଛି ତେଣୁ ଆମେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ଚଳାଇବୁନି । ସଂଘ ଦେଇଛି ଚେତାବନୀ ।  ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି…