Browsing Tag

#Pulses Price

ବଢ଼ିଲା ହରଡ଼ ଡ଼ାଲି ଦର

ବଜାର ଦର ଉପରେ ଲଗାମ ନାହିଁ । ପରିବା ଦର କମିଲା ବେଳେ ଡାଲି ଡର ବଢ଼ି ବଢ଼ି ଚାଲିଛି । ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି |  ପରିବା ଦରକୁ ନେଇ ଏବେ ବି ଖାଉଟି ଚିନ୍ତାରେ ଥିବାବେଳେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ହରଡ ଡାଲିର ଦର ମଧ୍ୟ ବଢିଛି | ବାସ୍ତବରେ ବଜାରରେ ଏବେ…