Browsing Tag

#pmmodi

ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ

କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ ମୁବାରକ ଅଲ କବୀର’ ସହିତ ସମ୍ମାନିତ କରିଛନ୍ତି। କୁଏତରେ ବାୟନ ପ୍ୟାଲେସ ଶକ୍ତିର ପ୍ରତୀକ…

କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି

କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡିଶା କଥା ଉଲ୍ଲେଖ କରିଛନ୍ତି ମୋଦୀ ।ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି। ହାଲା ମୋଦି କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି…

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ମୋଦୀ, ମିଳିଲା ଭବ୍ୟ ସ୍ବାଗତ

ସଂସଦର ଶୀତ ଅଧିବେଶନ ସରିଛି । ଏହାପରେ  ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପହଞ୍ଚିଛନ୍ତି। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବାରୁ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । କୁଏତର ଆମିର ଶେଖ ମେଶଲ ଅଲ…

ଜାନୁଆରୀରେ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

୨୦୨୫ର ପ୍ରଥମ ମାସରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦୁଇଟି ବଡ଼ କାର୍ଯକ୍ରମ। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏ ଧରଣର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଗତ ତିନି ବର୍ଷ ଧରି ଏହି ବାର୍ଷିକ…

ଦେଶରେ ବୀମା ସଖୀ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ବୀମା ସଖୀ ଯୋଜନାରେ ଦେଶର ଆଗ୍ରହୀ ମହିଳାଙ୍କୁ ଏଲଆଇସି ଏଜେଣ୍ଟ ହେବା ପାଇଁ ମିଳିବ ତାଲିମ । 3 ବର୍ଷ ପାଇଁ ତାଲିମ ସମୟରେ  ମଧ୍ୟ ମହିଳାଙ୍କୁ ମିଳିବ 5ରୁ 7 ହଜାର ଟଙ୍କା । ଏହାବ୍ୟତୀତ କମିଶନ ମଧ୍ୟ ମିଳିବ । କାର୍ଯ୍ୟ ଅନୁସାରେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ପଦୋନ୍ନତି ମିଳିବ । ହରିୟାଣାର…

‘ଦ ସାବରମତି ରିପୋର୍ଟ’ ଦେଖି ଭବାବିହ୍ଵଳ ହେଲେ ମୋଦି

ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର…

ସ୍ମାର୍ଟ ପୋଲିସିଂକୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ବ୍ୟବହାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ପିଏମ । ଏହାସହିତ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଆସ୍ପିରେସନ୍ ଇଣ୍ଡିଆରେ ମଧ୍ୟ ଦ୍ୱିଗୁଣ AI ଶକ୍ତି ବ୍ୟବହାର…

ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ

ଦେଶର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ମାନଙ୍କୁ ମିଳିବ ଆୟୁଷ୍ମାନ ବୟ ବନ୍ଦନା କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ବରିଷ୍ଟ ନାଗରିକଙ୍କ ପାଇଁ ୩,୪୩୭ କୋଟି ଟଙ୍କା ବ୍ୟୟରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପ୍ରସ୍ତୁତ ହୋଇସାରିଛି ।୨୫ ନଭେମ୍ବର ସୁଦ୍ଧା ୧୪…

ଲୋକସେବା ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଡିଜିପି/ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଲୋକସେବା ଭବନ କନଭେନସନ୍ ସେଣ୍ଟର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହମନ୍ତ୍ରୀ ଅମିତ ଶାହ, NSA ଅଜିତ୍ ଡୋଭାଲ ମଧ୍ୟ ଲୋକସେବା ଭବନରେ ପହଞ୍ଚିଛନ୍ତି । ପ୍ରଥମ…