Browsing Tag

pele

ବ୍ରାଜିଲ୍‌ର ମହାନ ଫୁଟବଲ ଖେଳାଳି ପେଲେଙ୍କ ବିୟୋଗରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ

ସାଓପାଓଲୋ: ବ୍ରାଜିଲର ମହାନ ଫୁଲବଲ ଖେଳାଳି ପେଲେଙ୍କ ବିୟୋଗ ଘଟିଛି । ତାଙ୍କ ପରଲୋକରେ ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି ।  କର୍କଟରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ମହାନ ଫୁଟବଲ ଖେଳାଳି ପେଲେଙ୍କ ଦେହାନ୍ତ କୁ ନେଇ ସାରା ବିଶ୍ବର କ୍ରୀଡ଼ା ପ୍ରେମୀ ଶୋକ…