Browsing Tag

oscar winning actress maggie has passed awaya

ଓସ୍କାର ବିଜୟିନୀ ଅଭିନେତ୍ରୀଙ୍କ ପରଲୋକ

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍‌ରେ ସେ ପ୍ରଫେସର ମାକ୍‌ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍‌ ଅଫ୍‌ ମିସ୍‌ ଜିନ୍‌ ବ୍ରୋଡି’…