ଭାରତରେ ଓପୋ ଲଞ୍ଚ କରିବ ପ୍ରଥମ ସେନ୍ସର କ୍ୟାମେରା ଫୋନ୍
ମେଟ୍ରୋ ଟିଭି ଓଡିଶା,୨୮/୧ : ଓପୋ ରେନୋ କମ୍ପାନୀ ମାର୍କେଟରେ ଲଞ୍ଚ କରିବ ଏହାର ୫ଜି ସ୍ମାର୍ଟଫୋନ୍ । ଭାରତରେ ଓପୋ ରେନୋ ଏହାର ୭ ସିରିଜ୍ ୫ଜି ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଓପୋ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏକ ଭିନ୍ନ ପ୍ରକାରର ମାଇକ୍ରୋସାଇଟ୍!-->…