Browsing Tag

#oldestmanever

ଚର୍ଚ୍ଚାରେ ୧୨୬ ବର୍ଷ ବୟସ୍କା ଶିବାନନ୍ଦ ବାବା : ପଦ୍ମ ପୁରସ୍କାର ପାଇଁ ହେଲେ ମନୋନିତ

ମେଟ୍ରୋ ଟିଭି ଓଡିଶା,୩୧/୧ : ଚର୍ଚ୍ଚାରେ କେନ୍ଦ୍ର ସରକାରଙ୍କ ପଦ୍ମ ପୁରସ୍କାର । ଏହି ପୁରସ୍କାରରେ ଏମିତି ଜଣକର ନା ରହିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାର ବାସିନ୍ଦା ଶିବାନନ୍ଦ ବାବାଙ୍କ ନାମ । କେନ୍ଦ୍ର ସରକାର ୧୨୬ ବର୍ଷ