Browsing Tag

# offer on google pay

ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କା

ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦରକାର ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଗୁଗଲ୍ ପେ’ ଜରିଆରେ ଏବେ ଆପଣ ସହଜରେ ୧ଲକ୍ଷ ଟଙ୍କାର ଋଣ ପାଇପାରିବେ। ଯଦି ଆପଣ ଗୁଗୁଲ୍ ପେ’ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଭଲ ଟଙ୍କା