Browsing Tag

#odisha

ଆଜିର ରାଶିଫଳ

ମେଷ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ସଫଳତାର ଆନନ୍ଦ ଭରି ଦେବ। ପାରିବାରିକ ଜୀବନ ସୁଖମୟ ରହିବ। ବୃଷ: କାହାରି ସହିତ ତର୍କବିତର୍କ କରନ୍ତୁ ନାର୍ହି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟ…

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ , ଅହମ୍ମଦାବାରେ ଫାଇନାଲ

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ…

ଆଇଫୋନ୍ ୧୭ ଏୟାର ଉନ୍ମୋଚିତ

ଆପଲ୍‌ର ସିଇଓ ଟିମ୍‌ କୁକ୍‌ କମ୍ପାନିର ସବୁଠୁ ପତଳା ଆଇଫୋନ୍ ୧୭ ଏୟାର ଉନ୍ମୋଚନ କରିଛନ୍ତି। ଏହାର ମୋଟେଇ ୫.୫ ଏମ୍‌ଏମ୍ ଥିବା ବେଳେ ଓଜନ ହେଉଛି ୧୪୫ ଗ୍ରାମ। ଏଥିରେ ୨୮୦୦ ଏମ୍‌ଏଏଚ୍‌ ବ୍ୟାଟେରି ବ୍ୟବହାର କରାଯାଇଛି। ଏଥି ସହିତ କମ୍ପାନି ପକ୍ଷରୁ ଆଇଫୋନ୍ ୧୭ ପ୍ରୋ ଓ ଆଇଫୋନ୍ ୧୭…

କେତେ ସମୟ ଫୋନ ଦେଖିବେ, ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର କରୁଛନ୍ତି କି?

ଆପଣ ଯଦି ଶୋଇବା ପୂର୍ବରୁ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ଖବରକୁ ପଢ଼ନ୍ତୁ । ଆପଣଙ୍କ ପାଇଁ କେତେ ବିପଦ ଜାଣନ୍ତୁ । କଣ କରିବେ କଣ କରିବେ ନାହିଁ ଆପଣଙ୍କ ପରିବାର ଲୋକଙ୍କୁ ବୁଝାନ୍ତୁ । ଆପଣ ଜାଣନ୍ତି ଆଜିକାଲି ପାଗଳ କରୁଛି ସୋସିଆଲ ମିଡିଆ । ଆଜିକାଲିର ଯୁବପିଢ଼ିମାନଙ୍କ ପାଇଁ ସୋସିଆଲ…

୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଦୁଃଖବନ୍ଧୁ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ରୂପେ ବଦଳି…

ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ଚଳିତ ସପ୍ତାହ ଶେଷ ଆଡକୁ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ…

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୫ ମସିହା (ବୁଧବାର) ଶକାବ୍ଦ -୧୯୪୭ ସମ୍ବତ -୨୦୮୨ ଦିଲ୍ଲୀସ୍ୱରାଦ୍ଧ-୧୪୩୩ ସମ୍ବତ୍ସର-ସିଦ୍ଧାର୍ଥ ଆଶ୍ୱିନମାସ- କୃଷ୍ଣପକ୍ଷ ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ ନକ୍ଷତ୍ର- ରେବତୀ ଦିବା ଘ୦୪/୪୨ ଗତେ ଅଶ୍ଵିନୀ ଚନ୍ଦ୍ର- ମୀନ ଦିବା…

ଆସିଲା କ୍ୟାନ୍ସର ଟିକା , ପରୀକ୍ଷଣରେ ଉତ୍ତୀର୍ଣ୍ଣ ହେଲେ ଅନୁମୋଦନକୁ ଅପେକ୍ଷା

ଆସିଲା କ୍ୟାନ୍ସର ଟିକା । ରୁଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ଅନୁମୋଦନ ଅପେକ୍ଷାରେ ଅଛି । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର…

ଭିସି ଅଫିସ ଘେରାଉ କଲେ ଛାତ୍ର

ଉତ୍କଳ ବିଶ୍ବବିଦ୍ୟାଳୟର କ୍ୟାମ୍ପସରୁ ଅଣଛାତ୍ରଙ୍କୁ ବାହାର କରିବା ପରେ ଲାଗି ରହିଛି ଉତ୍ତେଜନା । ଅଣଛାତ୍ର ହଟାଇବା ଆଳରେ ଛାତ୍ରମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣି ଭିସି ଅଫିସ ଘେରାଉ କରିଛନ୍ତି ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଓ ପୁରାତନ ଛାତ୍ର । ବିଶ୍ବବିଦ୍ୟାଳୟରେ ଶୈକ୍ଷିକ…

ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ୍ ।   ସିପି ରାଧାକ୍ରିଷ୍ଣନଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେସାରେ ଜଣେ ବ୍ୟବସାୟୀ, ସମାଜସେବା ତାଙ୍କ ବ୍ରତ, ବ୍ୟବସାୟୀ…