ଏସିଆ କପ: ସେପ୍ଟେମ୍ବର 14 ରେ ଭାରତ- ପାକିସ୍ତାନ ମ୍ୟାଚ
ଆସନ୍ତା ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପର କ୍ରୀଡାସୂଚୀ ପ୍ରକାଶ ପାଇଛି । ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ହେବ। ଯଦି ଉଭୟ ଦଳ ଫାଇନାଲରେ ପହଁଞ୍ଚନ୍ତି, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ୍ ହେବ। ଏସୀୟ କ୍ରିକେଟ ପରିଷଦ…