Browsing Tag

#odisha

ଟ୍ରମ୍ପଙ୍କ ଶୁକ୍ଳ ଚଡ଼କ -ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ ପ୍ରତିଶତ କମିବ

ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ  ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ଆମେରିକା…

ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଶ୍ରୀ ଶିବରାଜ ସିଂହ

ଜାତୀୟ ହସ୍ତତନ୍ତ ଦିବସ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନୂଆଦିଲ୍ଲୀର କୃଷି ଭବନରୁ ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ମହିଳା ସଦସ୍ୟଙ୍କ ସହ ଭର୍ଚୁଆଲ ମାଧ୍ୟମରେ ମତ ବିନିମୟ କରିଥିଲେ। ଗ୍ରାମୀଣ ବିକାଶ…

ଆର୍ୟୁବେଦରେ ରହିଛି ଫାଇଲେରିଆ ରୋଗର ସଫଳ ଚିକିତ୍ସା

ଆର୍ୟୁବେଦରେ ରହିଛି ଫାଇଲେରିଆ ରୋଗର ସଫଳ ଚିକିତ୍ସା । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାୟୋ ଟୋକ୍ନୋଲୋଜି ରିସର୍ଚ୍ଚରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଓୌଷଧୀୟ ଗଛରୁ ପ୍ରସ୍ତୁତ ଏହି ଔଷଧ ଖାଇ ରୋଗୀ ଉପଶମ ପାଉଛନ୍ତି । ଆର୍ୟୁବେଦରେ ଭଲହେବ ଫାଇଲେରିଆ ।…

ଏସିଆ କପ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିପାରନ୍ତି ଋଷଭ ପନ୍ତ

ଭାରତର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଏସିଆ କପ ଓ ଅକ୍ଟୋବରରେ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିବାର ଆଶଙ୍କା ରହିଛି  । ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ…

ଭାରତ କେବେବି ଏହାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ –…

ଆମ କୃଷକମାନଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା । ଭାରତ କେବେବି ଏହାର ଚାଷୀ, ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲ ସ୍ପଷ୍ଟ ଭାବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ମୋତେ…

ବକ୍ସ ଅଫିସରେ ନୈରାଶଜନକ ପ୍ରଦର୍ଶନ କଲା ଫିଲ୍ମ ‘ଧଡକ ୨’

ତୃପ୍ତି ଡିମରି ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୀତ ଫିଲ୍ମ 'ଧଡକ ୨' ବହୁତ ଆଶା କରିଥିଲେ ବି ଏହା ଦର୍ଶକଙ୍କୁ ପ୍ରଭାବିତ କରିପାରି ନାହିଁ। ଯଦିଓ ଏହାର କାହାଣୀ ଏବଂ ଷ୍ଟାରକାଷ୍ଟଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି, କିନ୍ତୁ ଏହାର ବକ୍ସ ଅଫିସ ପ୍ରଦର୍ଶନ ନିରାଶାଜନକ।…

୧୦ ଯାଏଁ ବର୍ଷା

ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା‌ ବେଳେ ସୁନ୍ଦରଗଡ଼ରେ ୩୯.୮ ମିମି, ‌ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା‌ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି…

ଟ୍ରମ୍ପଙ୍କ ଶୁକ୍ଳ ପ୍ରଭାବ ,କମିଲାନି ସୁଧ କମିବନି ଇଏମ୍ଆଇ

ଦରଦାମ୍‌ ସ୍ଥିତି ନିୟନ୍ତ୍ରଣ ରହିବା ଭଳି ଅନୁକୂଳ ସ୍ଥିତି ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୃଷ୍ଟି କରିଥିବା ଶୁଳ୍କ ଅନିଶ୍ଚିତତାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ରେପୋ ହାରକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।…

ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରନ୍ତୁ – ମୁଖ୍ୟମନ୍ତ୍ରୀ

ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ୍‌ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ…

ଆଜିର ରାଶିଫଳ

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବନାତ୍ମକ ପର୍ବ । ଯାହା ଭାଇ-ଭଉଣୀଙ୍କ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ଅତୁଟ ସମ୍ପର୍କକୁ ଦର୍ଶାଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ଦୀର୍ଘାୟୁ,…