କେଜି କେଜି ସୁନାରେ ତିଆରି ପୋଷାକ
ଆପଣ ଜୀବନରେ ଅନେକ ପୋଷାକ ଦେଖିଥିବେ। କିନ୍ତୁ କେଜି କେଜି ସୁନାରେ ତିଆରି ପୋଷାକ ହୁଏତ ଦେଖି ନଥିବେ। ୟୁଏଇର ସାର୍ଜାରେ ୧୦ କିଗ୍ରାରୁ ଅଧିକ ସୁନାରେ ପ୍ରସ୍ତୁତ ଡ୍ରେସ୍ ଏବେ ସାମ୍ନାକୁ ଆସିଛି। ଡ୍ରେସ୍ଟି ଗିନିଜ୍ ୱାର୍ଲଡ୍ ରେକର୍ଡରେ ସବୁଠୁ ଅଧିକ ଓଜନ ସୁନାରେ ନିର୍ମିତ…