Browsing Tag

Odisha

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ନେତା ଏବଂ ଦକ୍ଷ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ଦେହାନ୍ତ ହୋଇଛି। ତାଙ୍କର ବୟସ ୮୪ ବର୍ଷ ଥିଲା। ବରିଷ୍ଠ ବିଜେପି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ସକାଳ ପ୍ରାୟ ୧୦.୩୦ ସମୟରେ ତାଙ୍କ ପୁଅ ଏବଂ କେନ୍ଦ୍ର…

ତ୍ରିନଗରୀ ଯୋଜନା କାର୍ଯ୍ୟକାରୀ କରାଯିବ : ମନ୍ତ୍ରୀ

ଓଡ଼ିଶା ସରକାର ରାଜଧାନୀ ବିସ୍ତାର ଯୋଜନା କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱରକୁ ଏକ ସନ୍ତୁଳିତ ଉପାୟରେ ସମ୍ପ୍ରସାରଣ ସୁନିଶ୍ଚିତ କରି ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି। ଉନ୍ନତ ଭିତ୍ତିଭୂମି ଏବଂ ସଂଯୋଗୀକରଣ ପାଇଁ ଏକ ରିଙ୍ଗ ରୋଡ୍ ନିର୍ମାଣ ଏବଂ…

ଆସୁଛି ଅକ୍ଟୋବର ବାତ୍ୟା, ଚାଷୀଙ୍କ ମନରେ ଛନକା

ପୁରୀ:ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ଏକ ଅବପାତରେ ପରିଣତ ହେବ, ଯାହାକି ବାତ୍ୟାର ରୂପ ନେଇପାରେ। ପରିସ୍ଥିତି ଉପରେ ରାଜ୍ୟ…

ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ

ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ ।  ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ହେଉଛନ୍ତି କୁନି ସ୍ବାଧୀନତା ସଂଗ୍ରାମୀ । ତାଙ୍କର ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଆଦର୍ଶ ହୋଇଛନ୍ତି ବାଜି ରାଉତ ।  ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା…

ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦% ବୃଦ୍ଧି ପାଇ ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…

ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା  

MCA student commits suicide in Bhubaneswar ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି