Browsing Tag

#No roads

ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା

ମେଟ୍ରୋ ଟିଭି ଓଡିଶା,୬/୨ : ରାସ୍ତା ନାହିଁ ତ ଭୋଟ ବି ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଭୋଇଟିକ୍ରା ଗ୍ରାମବାସୀ । ବରଗଡ଼ କେନାଲ ଡିଭିଜନ ଅଧିନରେ ଥିବା କୁମ୍ଭାରୀ-ଭୋଇଟିକ୍ରା ୩ କିଲୋମିଟର