Browsing Tag

#NFT

ମହାକାଶରେ ଯୁବରାଜ ସିଂହଙ୍କ ବ୍ୟାଟ

ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ଭାରତର ପ୍ରଥମ କ୍ରିକେଟର ଯୁବରାଜ ସିଂ ଯାହାର ବ୍ୟାଟକୁ ମହାକାଶକୁ ପଠାଯାଇଛି ।୨୦୦୩ ମସିହାରେ ସେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଶତକ ଅର୍ଜନ କରିଥିଲେ ।ସେଥିପାଇ ଏହି ବ୍ୟାଟଟି ତାଙ୍କ ପାଇ ବହୁତ ଖାସ ଥିଲା । ସେହି ମ୍ୟାଚରେ ୧୦୨ରନ କରିବା ସହ