ପର୍ଥ ଟେଷ୍ଟରେ କଙ୍ଗାରୁ ଦଳକୁ ପଣି ପିଆଉଛି ଭାରତ
ପର୍ଥ ଟେଷ୍ଟର ତୃତୀୟ ଅଧିବେସନ ଆରମ୍ଭ ହୋଇଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆର ଓପନର୍ ଯଶସ୍ୱୀ ଜୟସ୍ବାଲ ଏବଂ କେ.ଏଲ୍ ରାହୁଲ ଭାରତକୁ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ୫୭ ଓଭର ତଥା ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ଭାରତର ସ୍କୋର ୧୭୨…