Odisha ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ Metro TV Odisha Dec 18, 2024 ଆସନ୍ତାକାଲି ଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ପରେ ଦିଲ୍ଲୀରେ ୫୫ତମ ଜିଏସ୍ଟି ବୈଠକରେ ଯୋଗ ଦେବେ।
National ଇଣ୍ଡିଆନ୍ ଆଇଡ଼ଲରେ ଜ୍ୟୋତିପ୍ରକାଶ ଓଝାଙ୍କ କମାଲ Metro TV Odisha Dec 18, 2024 ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ୍ ଆଇଡ଼ଲରେ ନିଜର ଜାଦୁଗରୀ ଗୀତ ଶୁଣାଇ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଛନ୍ତି ଓଡ଼ିଆ ପୁଅ ଜ୍ୟୋତିପ୍ରକାଶ ଓଝା। ସେ ଏକାଧାରାରେ ଜଣେ ଗୀତିକାର ହେବାସହ ଶାସ୍ତ୍ରୀୟ ସଂଗୀତଜ୍ଞ ଏବଂ ଚତ୍ମକାର କଣ୍ଠଶୀଳ୍ପୀ ଅଟନ୍ତି। ନିକଟରେ ଇଣ୍ଡିଆନ୍ ଆଇଡ଼ଲରେ ହିନ୍ଦୀ…
Odisha ଜାନୁଆରୀରେ ଦୁଇଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ Metro TV Odisha Dec 18, 2024 ୨୦୨୫ର ପ୍ରଥମ ମାସରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦୁଇଟି ବଡ଼ କାର୍ଯକ୍ରମ। ଜାନୁଆରୀ ୮ରୁ ୧୦ ତିନିଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏ ଧରଣର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ…
National ବଜାରକୁ ଆସିବ କ୍ୟାନସର୍ ଭ୍ୟାକ୍ସିନ Metro TV Odisha Dec 18, 2024 ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।
Odisha ବିଜେଡ଼ିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି Metro TV Odisha Dec 18, 2024 ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ…
Astrology/Vastu ଜାଣନ୍ତୁ ଆଜିର ରାଶିଫଳ Metro TV Odisha Dec 16, 2024 ମେଷ : ଆଜି ତୃତୀୟ ଚନ୍ଦ୍ର ଯୋଗୁ ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ସମ୍ପର୍କୀୟଙ୍କ ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। ଫେରନ୍ତା ବାଟରେ ମୂଲ୍ୟବାନ ଜିନିଷ…
National ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ବକ୍ତବ୍ୟ ରଖିବେ ସବୁ ଦଳର ସାଂସଦ Metro TV Odisha Dec 16, 2024 ଆଜିଠାରୁ ରାଜ୍ୟସଭାରେ ଆରମ୍ଭ ହେବ ସମ୍ବିଧାନ ଉପରେ ବିତର୍କ |ଆଜି ଓ କାଲି ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ବକ୍ତବ୍ୟ ରଖିବେ ସବୁ ଦଳର ସାଂସଦ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ଆଲୋଚନାର ଆରମ୍ଭ। ବିରୋଧୀ ପକ୍ଷରୁ ବିତର୍କ ଆରମ୍ଭ କରିପାରନ୍ତି ବିରୋଧୀ ଦଳ ନେତା…
Entertainment ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ହେବ ରିଲିଜ୍ Metro TV Odisha Dec 16, 2024 ଅନୁଷ୍କାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ରିଲିଜ୍ ହେବ। ଅନୁଷ୍କା କିପରି ଜଣେ ପୀଡିତା ମହିଳାରୁ ଏକ ଆପରାଧିକ ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଭାବେ ପରିଣତ ହେଉଛନ୍ତି, ତାହାକୁ ନେଇ ଏହି ଫିଲ୍ମର କାହାଣୀ ଗତି କରିଛି। ଚଳଚ୍ଚିତ୍ରରେ ଅନୁଷ୍କା ଶତ୍ରୁମାନଙ୍କର ସଂହାର…
National ଇଂଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ପତ୍ନୀ, ଶାଶୂ ଓ ଶଳା ଗିରଫ Metro TV Odisha Dec 16, 2024 ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪)ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସକୁ ସଫଳତା ମିଳିଛି। ଫେରାର୍ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ହ୍ବାଇଟ୍ ଫିଲ୍ଡ୍ ଡିଭିଜନ୍ର ଡିସିପି…
National ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ Metro TV Odisha Dec 14, 2024 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଗତ ତିନି ବର୍ଷ ଧରି ଏହି ବାର୍ଷିକ…