Browsing Tag

News

ମାଓବାଦୀଙ୍କ ଆକ୍ରମଣରେ ୨ କୋବ୍ରା ଯବାନ ଆହତ

ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। CRPFର 206…

ନୋଟିସ୍ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର…

ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍

ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର  । ଏନେଇ କ୍ରୁଟ୍ ସହ NTPC ଓ ଗ୍ରୀଡ୍‌କୋର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୩ଟି ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ ଚାଲିବାାକୁ ଥିବା…

ଦାଉଦ ଇବ୍ରାହିମର ଭାଇ ଘରେ ଇଡି

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଘରେ ପଶିଲା ଇଡି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ କରି କାସକରର ଗୋଟିଏ ଫ୍ଲାଟକୁ ଜବତ କରିଛି । ଏହି ଫ୍ଲାଟଟି ପୁଣେରେ ରହିଛି । ଖାଲି କାସକର ନୁହେଁ ତାର ସହଯୋଗୀ ଘରେ ମଧ୍ୟ ରେଡ କରୁଛି ଇଡି । ଦାଉଦ ଭାରତ…

କେବିସି ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଖ୍ରୀଷ୍ଟମାସର ପୂର୍ବରୁ କ୍ୟାଥୋଲିକ୍ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆ (କେବିସି) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ | ସ୍ମରଣୀୟ ହେବାକୁ ଯାଉଛି କାରଣ କେବିସି ଏହାର 80 ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ତେଣୁ ଏହା ଏକ ସ୍ମରଣୀୟ ମୁହୁର୍ତ ଏବଂ…

କଲେଜ ପରିଚାଳନା କମିଟି ଭାଙ୍ଗିଲେ ସରକାର

ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେଠାରୁ ଜିଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ନିଂ ବଡି ଅଧ୍ୟକ୍ଷ…

ପ୍ରଧାନମନ୍ତ୍ରୀଙ୍କୁ ଓଡିଶାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ ଜଣାଇଛନ୍ତି।

ବର୍ଷା ଛାଡିବା ପରେ ପୁଣିଥରେ ରାଜ୍ୟକୁ ଲେଉଟିବ ଶୀତ

ଆହୁରି ଦିନଟିଏ ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ଲାଗି ରହିବ ଝିପିଝିପି ବର୍ଷା, ଏହାର ପ୍ରଭାବ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ…

ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଚିଠି ଲେଖିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାର । ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଜଣାଇଛୁ ଯେ ବାଂଲାଦେଶ ସରକାର…