Browsing Tag

News

ଦିଲ୍ଲୀ ନିର୍ବାଚନ ଫଳାଫଳ : ଜିତିଲେ ଆତିଶୀ, ହାରିଗଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି । ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇଛନ୍ତି । ରାଷ୍ଟ୍ରୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଅଳକା ଲାମ୍ବା ମଧ୍ୟ ନିର୍ବାଚନ ହାରିଛନ୍ତି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୭ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୩ଟି…

ମହିଳାଙ୍କୁ ମିଳିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷ 1 ହାଜର 193 ଜଣ ମହିଳାଙ୍କ ପାଖକୁ ଗଲା ଟଙ୍କା । ମହିଳାଙ୍କୁ 9 ଶହ କୋଟି 59 ଲକ୍ଷ 65 ହାଜର ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର । ରିମୋଟ ଚିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଭାଜପାର ବିଜୟ ପରେ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ

ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ…

ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି

ଭେଣ୍ଟିଲେଟରରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ…

ପୁଅ ବହାଘରରେ ୧୦ ହଜାର କୋଟି ଟଙ୍କା ଦାନ କଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଅହମଦାବାଦର ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଗୌତମ ଆଦାନୀ ୧୦ ହଜାର କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ । ତାଙ୍କ ସାନ ପୁଅ…

ଏଣ୍ଡୋମେଟ୍ରିଓମା ରୋଗ ସହ ସଂଘର୍ଷ କରୁଛନ୍ତି କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସେ ଯେମିତି ସୁନ୍ଦର ଏବଂ ଚୁଲବୁଲି ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। କୁହାଯାଉଛି କ୍ୟାଟଙ୍କୁ ଏକ ବଡ ରୋଗ ହୋଇଛି। ଚର୍ଚ୍ଚା ଏଭଳି ମଧ୍ୟ ହେଉଛି ଯେ, ସେଥିପାଇଁ କ୍ୟାଟ ଲାଇମଲାଇଟରୁ ଦୂରେଇ ଅଛନ୍ତି। କ୍ୟାଟଙ୍କ ଅସୁସ୍ଥତା ନେଇ ନିଜେ ଏକ ସାକ୍ଷାତକାରରେ…

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ

ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣା । ବିମାନରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ଏହି ଧବଂସାବଶେଷ ଚିହ୍ନଟ କରିଛନ୍ତି । ଆମେରିକାର ପଶ୍ଚିମ ଆଲାସ୍କାରେ ଥିବା ନୋମ ସହରକୁ ଯାଉଥିବା ବିମାନ ଗାଏବ ହୋଇଯାଇଥିଲା । ପରେ ସମୁଦ୍ର ନିକଟରେ ଥିବା ବରଫ…

ବହୁମତଠୁ ବହୁ ଆଗରେ ବିଜେପି

ସକାଳ ସାଢ଼େ ୯ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ବିଜେପି ସପକ୍ଷରେ ଯାଉଛି । ଏବେର ଟ୍ରେଣ୍ଡ ଅନୁସାରେ, ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ଆପ୍ ୧୯ଟି ଓ କଂଗ୍ରେସ ଗୋଟିଏ ମାତ୍ର ଆସନରେ ଆଗୁଆ ରହିଛି । ଅର୍ଥାତ୍ ଟ୍ରେଣ୍ଡରେ ଆପ୍ ଓ କଂଗ୍ରେସ ମିଶି ମାତ୍ର ୨୦ଟି ଆସନରେ ଆଗୁଆ ଚାଲିଥିବା…

ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ।ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ।ଭାରତୀୟ ଟିମ୍ ରେ ଥିବା ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ…

ଫେବୃୟାରୀ ୧୦ରୁ ଟ୍ବିନ୍‌ ସିଟିରେ ହେବ କଡ଼ାକଡ଼ି ଗାଡ଼ି ଚେକିଂ

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍‌ ସିଟିରେ ଜୋରଦାର ହେବ…