Browsing Tag

News

ଆଜି ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ପରେ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭେଟ୍‌ଘାଟ କାର୍ଯ୍ୟକ୍ରମ । ଫେବୃଆରୀ 12 ଓ 13 ରେ ଟ୍ରମ୍ପଙ୍କ ସହ ପିଏମ୍‌ଙ୍କ ବୈଠକ । ଦ୍ବିତୀୟ କାର୍ଯ୍ୟକାଳ ପାଇଁ କ୍ଷମତା ଗ୍ରହଣ ପରେ ଦୁଇ ନେତାଙ୍କ ମଧ୍ୟରେ ହେବ ପ୍ରଥମ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ବିରେନ ସିଂହ । ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନଙ୍କ ନିଷ୍ପତ୍ତି। ମଣିପୁରରେ ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର ।ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ…

ବରଗଡ଼ରୁ ଅଯୋଧ୍ୟାକୁ ଗଡିଲା ବସ୍‌

ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ଆଜି ଏହାର ଶୁଭାରମ୍ଭ ହୋଇଛି | ଆଜି ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି।  ବରଗଡ଼ରୁ ଏହି ବସ୍‌ ବାହାରି ସମ୍ବଲପୁର, ଝାରସୁଗୁଡ଼ା,…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମାନବ ଚାଲାଣର ନିରାକରଣ, ଯୌନ ଉତ୍ପୀଡ଼ନ ବିରୋଧ ଆଇନ (ପୋସ୍‌ ଆକ୍ଟ) ଓ…

ଆସନ୍ତା ମେ’ ୪ରେ ହେବ ନିଟ୍‌-ୟୁଜି ପ୍ରବେଶିକା ପରୀକ୍ଷା

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା…

କିଛି ଦିନର ପରେ ପୁଣି ଫେରିଛି ଶୀତ

ରାଜ୍ୟରେ ହଠାତ ବଢ଼ିଥିଲା ତାତି । ଉପରମୁହାଁ ହୋଇଥିଲା ପାରଦ।  ଟାଇଁଟାଇଁ ଖରାରେ ସିଝିଥିଲା ଓଡ଼ିଶା । କିଛି ଦିନର ଅନ୍ତରରେ ପୁଣି ଫେରିଛି ଶୀତ । ୩ ରୁ ୪ ଡିଗ୍ରୀ ଖସିଛି ପାରଦ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର…

ଉଦଳା ନର୍ବାଚନମଣ୍ଡଳୀର ‘ନିର୍ବାଚିତ ଜନପ୍ରତିନିଧି ଏବଂ ବରିଷ୍ଠ କର୍ମୀ’ ବିଜେପିରେ ଯୋଗଦେଲେ

ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ ବିଜେଡି ଉପରୁ ଦଳୀୟ…

୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍‌ ପାଲେଷ୍ଟିନୀୟ ବନ୍ଦୀମାନଙ୍କୁ ମୁକ୍ତ କରିବ। ମୁକ୍ତ ହୋଇଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ଡାକ୍ତରୀ…

କେନ୍ଦୁଝର ଗସ୍ତରେ ଆସିବେ ମୋହନ ମାଝି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସଂକ୍ଷିପ୍ତ ଗସ୍ତରେ କେନ୍ଦୁଝରକୁ ଆସିବାର କାର୍ଯ୍ୟକ୍ରମ ରହିଛି। ରବିବାର ୧୦ଟା୧୦ରେ ଧରଣୀଧର ମେଡିକାଲ କଲେଜରେ ଆୟୋଜିତ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ)ର ୭୪ତମ ବାର୍ଷିକ ରାଜ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିବେ…

ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି। ଉତ୍ତମ ମହାନ୍ତିଙ୍କ ଅତି ନିକଟ ସୂତ୍ରରୁ ଏହି ସୂଚନା ମିଳିଛି। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯାଇଛି। ଉତ୍ତମ…