Browsing Tag

News

ଆଜି ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼

ପଞ୍ଚମ ଅମୃତ ସ୍ନାନ ପାଇଁ ମେଳା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ମହାକୁମ୍ଭରେ ଆଜିକୁ ମିଶାଇ ଦୁଇଟି ପ୍ରମୁଖ ବୁଡ଼ ରହିଛି । ଆଜି ମାଘ ପୂର୍ଣ୍ଣିମା ବୁଡ଼ ଥିବା ବେଳେ…

ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ : ୭ ଶ୍ରଦ୍ଧାଳୁ ମୃତ

ମହାକୁମ୍ଭରେ ଯୋଗ ଦେଇ ପ୍ରୟାଗରାଜରୁ ଫେରୁଥିବା ଆନ୍ଧ୍ରପ୍ରଦେଶର ୭ ଜଣ ଶ୍ରଦ୍ଧାଳୁଙ୍କର ମଧ୍ୟପ୍ରଦେଶର ଜବଲପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ଟେମ୍ପୋ ଟ୍ରାଭେଲର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାଫଳରେ ଏହା ଘଟିଥିଲା। ଅନ୍ୟ ଦୁଇ ଜଣ ଆହତ ହୋଇ ଜବଲପୁରସ୍ଥିତ ନେତାଜୀ ସୁଭାଷ…

ଭାରତରେ ଅନୁଷ୍ଠିତ ହେବ ପରବର୍ତ୍ତି AI ସମ୍ମିଳନୀ : ମୋଦୀ

ଫ୍ରାନ୍ସ ସମ୍ମିଳନୀରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତି AI ଆକ୍ସନ ଶିଖର ସମ୍ମିଳନୀ ଆୟୋଜନ କରିବାକୁ କହିଛନ୍ତି । ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ସମ୍ମିଳନୀରେ ମୋଦି କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ…

ରଣବୀର, ସମୟଙ୍କୁ ଏନ୍‌ସିଡବ୍ଲ୍ୟୁ ସମନ

ୟୁଟ୍ୟୁବ୍‌ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ର ଏକ ଏପିଶୋଡ୍‌ରେ ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଜାତୀୟ ମହିଳା କମିଶନ…

ଆସନ୍ତା ମହଶିବରାତ୍ରି ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାସମାରୋହରେ ଜାଗର ଯାତ୍ରା ପାଳନ କରାଯିବ। ଏହି ଜାଗର ଯାତ୍ରାକୁ ଶୃଙ୍ଖଳିତଭାବେ ପରିଚାଳନା ପାଇଁ ମଙ୍ଗଳବାର…

ଦୁଇ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ

ନିରାକରପୁରର ଜଣେ ସଫଳ ଯୁବନେତା ଓ ତାଙ୍କ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ |ନିଜ ଅଞ୍ଚଳ ଯୁବପିଢିଙ୍କ ପାଇଁ କିଛି କରିବାର ଇଚ୍ଛା ଓ ଆଶା ଆଜି ପୂରଣ ହୋଇଛି | ଯୁବନେତା ଦୁର୍ଗାପ୍ରସାଦ ନାଥଶର୍ମା ଓ ତାଙ୍କ ବନ୍ଧୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପ୍ରୟାସ ରେ ନିରାକରପୁର…

ସ୍ବର୍ଣ୍ଣମନ୍ଦିରରେ ଭିକି କୌଶଲ ଓ ରଶ୍ମିକା ମନ୍ଦାନା

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଫେବୃଆରୀ ୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨ କଳାକାର ସୋମବାର ଫିଲ୍ମର ପ୍ରମୋଶନ ପାଇଁ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାର କିଛି ଫଟୋକୁ…

୨ ଦିନିଆ ପ୍ୟାରିସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ମୋଦିଙ୍କୁ ଏଲିସି ପ୍ୟାଲେସରେ ଭବ୍ୟ ସ୍ଵାଗତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନ । ଏଲିସି ପ୍ୟାଲେସରେ ମୋଦି ରାତ୍ରୀଭୋଜନ କରିବା ସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ୍ ନେଇ…

ଜାଣନ୍ତୁ ଆଜି କେଉଁ ରାଶିକୁ ମିଳିବ ଖୁସି ଖବର ?

ମେଷ : ଆଜି ଅନୁକୂଳ ଗ୍ରହ ସ୍ଥିତିରୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ ଏବଂ ସ୍ଥଗିତ କାମ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତି ନେବେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କଳ କାରଖାନା, ଜଳଜାତ ଦ୍ରବ୍ୟ, ତୈଳ କିମ୍ବା ବିଦ୍ୟୁତ୍‍ ବ୍ୟବସାୟରୁ ଲାଭବାନ୍‍ ହେବେ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ସବୁ…

ବାରବାଟୀରେ ବିଜୁଳି ବିଭ୍ରାଟ ପାଇଁ ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର

ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ସୋ କଜ୍ ନୋଟିସ୍ ।  ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର।  କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି ନୋଟିସ। କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା, ୧୦ ଦିନ ଭିତରେ ଜଣାଇବାକୁ ନୋଟିସ ଜାରି ହୋଇଛି ।  ଏହି ତ୍ରୁଟି…