Browsing Tag

News

ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ମାର୍ଚ୍ଚ ୧୨ରେ…

ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ ମିଳିବ ଜେଡ୍ ସୁରକ୍ଷା

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍ ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ ।  ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।  ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍‌ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ବୌଦ୍ଧ…

WPL ଆରମ୍ଭର ପ୍ରଥମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ ଜାଏଣ୍ଟସ୍

WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି…

ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ…

ଦୁର୍ଘଟଣାର ଶିକାର ହେଲେ ସଂଗୀତଜ୍ଞ ବିଶାଲ ଦଦଲାନି

ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । ସେ କେତେ ଆହତ ହୋଇଛନ୍ତି ତାହା ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର…

ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ।

ହ୍ୱାଇଟ୍‌ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଛି। ଟ୍ରେଡ, ପ୍ରତିରକ୍ଷା ଓ ଆତଙ୍କବାଦ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା କଥାବାର୍ତ୍ତା ହୋଇଛନ୍ତି।…

୨୦୧୯ ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ

୨୦୧୯ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ । ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥରା ଲୋମହର୍ଷଣକାରୀ ଘଟଣା। ୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ହଠାତ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲଓ୍ୱାମା । ଆଉ ନିମିଷେକେ ସହିଦ ହୋଇଯାଇଥିଲେ ୪୦ ଭାରତୀୟ ଯାବାନ । ଯାହାକି ପୂରା…

ବିଜେବି କଲେଜକୁ ମିଳିଲା `NAAC A’ ମାନ୍ୟତା

ପୁଣି ବିଜେବି କଲେଜକୁ ମିଳିଛି ନାକ ମାନ୍ୟତା। ଚଳିତଥରକୁ ମିଶାଇଲେ ବିଜେବି କଲେଜକୁ ତୃତୀୟଥର ପାଇଁ ନାକ ଏ ମାନ୍ୟତା ମିଳିଛି। ବିଜେବି କଲେଜକୁ ମିଳିଲା `A' ଗ୍ରେଡ। ନାକ ମାନ୍ୟତା ହାସଲରେ ଲଗାତାର ତୃତୀୟ ଥରରେ A ଗ୍ରେଡ ନେଲା ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ। CGPA ରିପୋର୍ଟ ଅନୁସାରେ…

ଫୋକସରେ ମୋଦି-ଟ୍ରମ୍ପ ଭେଟ

ଫୋକସରେ ମୋଦି-ଟ୍ରମ୍ପ ଭେଟ । ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାସିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହାପୂର୍ବରୁ ଆମେରିକାର ନ୍ୟାସନାଲ ଇଣ୍ଟେଲେଜେନ୍ସ ଡାଇରେକ୍ଟର ତୁଲସୀ ଗବାଡଙ୍କ ସହ ଆଲୋଚନା କରିଛନ୍ତି ମୋଦି ।…

ବିଜୟୱାଡାରୁ ଧରାପଡିଲା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋର

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ କମିଶନରେଟ ପୋଲିସକୁ ସପଳତା । ୧୯ ଦିନ ପରେ ଧରାପଡିଲା ଚୋର। ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ତାକୁ ଏବେ ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଛି । ଆଜି ତାକୁ କୋର୍ଟରେ ହାଜର…