Browsing Tag

News

ସ୍ତ୍ରୀ ବାପଘରେ ଥିବା ବେଳେ ଜୀବନ ହାରିଦେଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଶଶୁର ଘରେ ଜୀବନ ହାରିଲେ ଦିଲ୍ଲୀର ଏମ୍ସ ଡାକ୍ତର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଡାକ୍ତର ଜଣକ ନ୍ୟୁରୋ ସର୍ଜନ ଥିଲେ। ବୟସ ୩୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି। ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଅନେକ…

ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦% ବୃଦ୍ଧି ପାଇ ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…

ଭୁବନେଶ୍ବରରେ ଆତଙ୍କରାଜ

ଭୁବନେଶ୍ବର:   ରାଜଧାନୀରେ ଅପରାଧିଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠୁ ଚେନ ଝାମ୍ପି ନେଉଛନ୍ତି ତ ଅପରାଧିମାନେ ଦୋକାନୀମାନଙ୍କ ଉପରେ ଉତ୍ପାତ ବଢ଼ାଇଚାଲିଛନ୍ତି। ଅପରାଧୀଙ୍କ ପାଇଁ ରାଜଧାନୀରେ ଏଠି ସମସ୍ତେ ଆତଙ୍କିତ ।  ସକାଳ ହେଉ କି ସଂଧ୍ୟା…

ଅରୁଣ, ଗାୟତ୍ରୀ, ସୁଜାତା ,କିଏ ବିଜେଡିର ଉତ୍ତରାଧିକାରୀ ନେତା ?

ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି । ମୁଖ୍ୟମନ୍ତ୍ରୀ

ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା

ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ 40ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି। ପ୍ରବଳ ପାଣି

ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା  

MCA student commits suicide in Bhubaneswar ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି