Browsing Tag

News

ଆଜିର ରାଶିଫଳ

ମେଷ : ଆଜିର ଚନ୍ଦ୍ର ରାଶିର ସନ୍ତାନ ଭାବରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ବିଭିନ୍ନ ସମସ୍ୟା ସାଙ୍ଗକୁ ଆମତ୍ୀୟଙ୍କ ହତାଦର ମାନସିକ ସ୍ଥିତିକୁ କଳୁଷିତ କରିଦେବ। ଶତ୍ରୁତା କରୁଥିବା ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ। ରଚନାମତ୍କ କାମ,…

ମିଥୁନଙ୍କୁ ମିଳବ ଦାଦା ସାହେବ ଫାଲକେ ଆଓ୍ବାର୍ଡ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମା ଜଗତର ଦିଗ୍‌ଜ ଓ ଲୋକପ୍ରିୟ କଳାକାର। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୮ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମାରୋହରେ ତାଙ୍କୁ ଏହି…

ଟ୍ରକ୍ କୁ ପିଟିଲା ବସ୍,ଜଣେ ମୃତ ୨୦ ଆହତ

ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସ୍ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ଧର୍ମଶାଳା ମେଡ଼ିକାଲରେ ଆହତମାନେ ଚିକିତ୍ସା ହେଉଛନ୍ତି।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ…

ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା

ରାଜ୍ୟର ପ୍ରାୟ ୪୦ଲକ୍ଷ ମହିଳାଙ୍କୁ ଆସନ୍ତା ଅକ୍ଟୋବର ୯ତାରିଖରେ ସୁଭଦ୍ରା ଯୋଜନାରେ ୫ହଜାର ଟଙ୍କା ଲେଖାଏ ମିଳିବ। ଏନେଇ ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ…

ଓଡିଶା ଏଫସିର ପ୍ରଥମ ବିଜୟ

ଚଳିତ ଆଇଏସ୍‌ଏଲ୍‌ ଓଡ଼ିଶା ଏଫ୍‌ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍‌କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଓଡିଶା ଏଫସି  ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ୟତମ ଶକ୍ତିଶାଳୀ ଜାମ୍‌ସେଦ୍‌ପୁର ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରି ପଏଣ୍ଟ୍…

ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି। ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।…

ପାର୍ବଣ ପାଇଁ ଦେଶବ୍ୟାପୀ ଗଡିବ ୬ହଜାର ଟ୍ରେନ

ଗତବର୍ଷ ପାର୍ବଣ ସମୟରେ ରେଳ ବିଭାଗ ପକ୍ଷରୁ ୪,୪୨୯ ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିବା ବେଳେ ଚଳିତବର୍ଷ ପାର୍ବଣ ରେ ୬ହଜାର ସ୍ଵତନ୍ତ୍ର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି |ଏହଦ୍ଵାରା୧ କୋଟି ରୁ ଉର୍ଦ୍ଧ ଯାତ୍ରୀ ଉପକୃତ ହେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ରେଳ…

କାହିଁକି ତିରୁପତି ଗସ୍ତ ବାତିଲ କଲେ ଜଗନମୋହନ

ତିରୁପତି ଗସ୍ତ ବାତିଲ କଲେ ଜଗନମୋହନ  । ହିନ୍ଦୁମାନଙ୍କୁ ନେଇ ପୂର୍ବରୁ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି । ଆଉ ଏହାରି ଭିତରେ ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଘୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର…

ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କ ପରଲୋକ

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍‌ରେ ସେ ପ୍ରଫେସର ମାକ୍‌ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍‌ ଅଫ୍‌ ମିସ୍‌ ଜିନ୍‌ ବ୍ରୋଡି’ ଚଳଚ୍ଚିତ୍ର ପାଇଁ ୧୯୬୯ରେ…

ଜିଲ୍ଲାପାଳଙ୍କୁ କଡ଼ା କଥା କହିଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ଜିଲ୍ଲାପାଳ କଡ଼ା ସ୍ବରରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅଫିସରମାନେ ସରକାରଙ୍କ ଆଦେଶକୁ ମାନି କାମ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସେବାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଲୋକସେବା…