ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
କର୍ଣ୍ଣାଟକର ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟ ସଫଳତାର ସହ ଆଇରନ ମ୍ୟାନ ଚାଲେଞ୍ଜ ସମ୍ପନ୍ନ କରିଛନ୍ତି । ଏହା ଏକ ପ୍ରଶଂସନୀୟ ଉପଲବ୍ଧି ବୋଲି କହି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଜି ଲେଖିଛନ୍ତି ଯେ ,ମୁଁ ନିଶ୍ଚିତ ଯେ ଏହା ଅନେକ…