ରାୟପୁର – ଖରିଆର ରୋଡ ରେଳ ଲାଇନ ଦୋହରୀକରଣକୁ ପ୍ରଧାନମନ୍ତ୍ରୀ କଲେ ଉତ୍ସର୍ଗ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର…