Browsing Tag

#nestlekitkat

କିଟକ।ଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ବିବାଦରେ ଫସଲା କମ୍ପାନୀ ,ଥାନାରେ ଏତଲା ଦେଲା ହିନ୍ଦୁସେନା

ମେଟ୍ରୋ ଟିଭି ଓଡିଶା,୧୬/୧: ଚକୋଲେଟ୍ ରାପରରେ ଜଗନ୍ନାଥ ଫଟୋକୁ ନେଇ ଏବେ ବିବାଦରେ କିଟକ।ଟ୍ କମ୍ପାନୀ । ଏହି ଫଟୋକୁ ନେଇ ଥାନାରେ ଏତଲା ଦେଇଛି ହିନ୍ଦୁସେନା । କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ