୬ ଉଇକେଟରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ ଇଣ୍ଡିଆନସ୍
ମୁମ୍ବାଇ : ଏକ ରୋମାଂଚକର ମ୍ୟାଚରେ ଶେଷ ଓଭରରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ । ଲଗାତାର ୩ଟି ଛକା ମାରି ଶେଷ ଓଭରରେ ଡେଭିଡ ମୁମ୍ବାଇକୁ ଜିତାଇଥିଲେ । ଜୟସ୍ୱାଲଙ୍କ ଶତକ ଫିକା ପଡିଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ…