ଅମ୍ବାନୀଙ୍କ ଲଗଜରୀ ରୋଲସ୍ ରୟାସ କାର
ମେଟ୍ରୋ ଟିଭି ଓଡିଶା,୬/୨ : ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠୁ ଧନି ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ସେ ନିକଟ ଅତୀତରେ ଦେଶର ସବୁଠୁ ମହଙ୍ଗା କାର କିଣିଛନ୍ତି। ଅମ୍ବାନୀ ଅଲଟ୍ରା ଲଗଜରୀ ରୋଲସ୍ ରୟାସ କାର କିଣିଛନ୍ତି। ସୂଚନା ଅନୁଯାୟୀ ଏହାର ଦାମ ରହିଛି!-->…