Browsing Tag

#MLA

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ  ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଓଡିଆ ଅର୍ନିଥୋଲୋଜିଷ୍ଟ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ୮୬ ବର୍ଷ ବୟସରେ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୩/୨ : ବିଶିଷ୍ଟ ଅର୍ନିଥୋଲୋଜିଷ୍ଟ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ବୁଧବାର ହୃଦଘାତ ପରେ ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା । ଦେବ ବୁଧବାର ରାତିରେ ହୃଦଘାତରେ ପୀଡିତ ଥିବା ଅଭିଯୋଗ କରି ତାଙ୍କୁ SUM ଡାକ୍ତରଖାନାରେ ଭର୍ତ୍ତି

ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ

ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ