Browsing Tag

#metro tv

ଆସନ୍ତୁ ଜାଣିବା,ଚା ତିଆରି କରିବାର ସଠିକ୍ ଉପାୟ କ’ଣ?

ଭାରତୀୟମାନେ ଖୁବ୍ ଚା’ ପ୍ରେମୀ। ଅନେକ ଲୋକ ସକାଳର ଆରମ୍ଭ ଗରମ ଚା ସହିତ କରନ୍ତି। କଳା ଚା, ସବୁଜ ଚା ଏବଂ କ୍ଷୀର ଚା’ ଆଦି ବିଭିନ୍ନ ପ୍ରକାରର ଚା’କୁ ବିଭିନ୍ନ ବର୍ଗର ଲୋକ ପସନ୍ଦ କରନ୍ତି। କିନ୍ତୁ କ୍ଷୀର ଚା, ଯାହାକୁ ପାରମ୍ପରିକ ଚା ଭାବରେ ମଧ୍ୟ ଜଣାଯାଏ; ତାହା ସବୁଠାରୁ ଲୋକପ୍ରିୟ…

୭୯ ବର୍ଷରେ ପାଦ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁରୁବାର ଦିନ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଦେବେ। ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ। ପାଖାପାଖି ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ…

ଆଜିର ରାଶିଫଳ

ମେଷ: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବେପାରରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। କୌଣସି ସୁଯୋଗ…

କାହିଁକି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ବିଜେଡ଼ି

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସ୍ନେହାଙ୍ଗିନୀଙ୍କ ଉପରେ ଦଳ ଭରସା କରିଛି। ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି…

ଆସନ୍ତା ୨ ଦିନରେ ସାରା ଦେଶରୁ ବିଦାୟ ନେବ ମୌସୁମୀ

ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଜାରି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଆସନ୍ତା ୨ ଦିନରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିଯିବାକୁ ପରିବେଶ ଅନୁକୂଳ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, କେବଳ…

ଆଜିର ରାଶିଫଳ

ମେଷ: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ। ମୋଟର ଯାନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ବୃଷ: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠ ସହିତ ବାଦବିବାଦ…

ମେଦବହୁଳତାର ଅନ୍ୟ ଏକ କାରଣ ମୋବାଇଲ ଏବଂ ଟିଭି ସ୍କ୍ରିନ୍ ଦେଖି ଖାଇବା

୭୮ ପ୍ରତିଶତ ସ୍କୁଲ୍ ପିଲା ମୋବାଇଲ୍ ଏବଂ ଟିଭି ସ୍କ୍ରିନ୍ ଦେଖୁଥିବା ସମୟରେ ଖାଦ୍ୟ ଖାଆନ୍ତି । ଯେଉଁ କାରଣରୁ ସେମାନେ ଅଧିକ ଖାଦ୍ୟ ଖାଆନ୍ତି ଏବଂ ଏହି କାରଣ ଯୋଗୁଁ ପିଲାଙ୍କ ମଧ୍ୟରେ ମେଦବହୁଳତା ମଧ୍ୟ ବୃଦ୍ଧି ପାଉଛି । ଶରୀରରେ ଅତ୍ୟଧିକ ଚର୍ବି ଜମା ହେବା କାରଣରୁ କୋଲେଷ୍ଟ୍ରଲ୍ ଏବଂ…

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ବଢିଲା ଗିରଫ ସଂଖ୍ଯା । ଆଉ ଜଣଙ୍କୁ ଗିରଫ କଲା ପୋଲିସ । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ । ଏଥିସହ ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗଣଦୁଷ୍କର୍ମ ମାମଲା ସହ ଜଡିତ ଥିବାରୁ…

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ପାଇଁ ଆବେଦନ ଅବଧି ବୃଦ୍ଧି

ଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଲାଗି…

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ।  ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ପଞ୍ଚମ ଦିନ ମଙ୍ଗଳବାରରେ ଏହାକୁ ସହଜରେ ହାସଲ…