Browsing Tag

#metro tv

ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା, ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ – ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା। ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ରାଜ୍ୟ ସରକାର ମାନିଛନ୍ତି। ମଙ୍ଗଳବାର ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର…

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା । କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା ହେବ ବୋଲି କହିଛନ୍ତି ରାଜନଗର DFO । ସୂଚନା ଥାଉକି, ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ…

ସିଏମ୍ ଟ୍ରଫି  ଚାମ୍ପିୟନସିପ ପାଇଁ ଆଜି ଠୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ , ୧୪ ପର୍ୟ୍ୟନ୍ତ ଚାଲିବ

ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସିଏମ୍ ଟ୍ରଫି  ଚାମ୍ପିୟନସିପର ଆୟୋଜନ କରାଯିବ। ଏଥିରେ ୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା। ୩୨ ହଜାରରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା। ଏନେଇ ଜାନୁଆରି ୭ରୁ ୧୪ ପର୍ୟ୍ୟନ୍ତ…

ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍‌ ସିଟି,ଆସନ୍ତା ୨ରୁ ୩ ଦିନ ଯାଏ ପୂରା ଓଡ଼ିଶା ଥରିବ

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା। ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା। ଅସମ୍ଭାଳ ଜାଡ଼ ଥରାଇ ଦେଲା। ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା। ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍‌ ସିଟି। ଆଗକୁ ବି ଏଥିରୁ ତ୍ରାହି ମିଳିବାର ଆଶା ନାହିଁ। ଆସନ୍ତା ୨ରୁ ୩ ଦିନ ଯାଏ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ - ଆଜି ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କାର୍ଯ୍ୟହାନି ହେବାର ସମ୍ଭାବନା ରହିଛି। ଅନ୍ୟମନସ୍କତା ଯୋଗୁଁ ହାତକୁ ଆସିଥିବା ସୁଯୋଗ ହାତଛଡ଼ା ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟ କ୍ଷେତ୍ରରେ ନୂଆ ନିବେଶ କରିବା ପାଇଁ ଏହା ଅନୁକୂଳ ସମୟ ନୁହେଁ। କର୍ମକ୍ଷେତ୍ରରେ…

ନିଆଁରେ ପୋଡ଼ି ହୋଇ ୪ ଛାତ୍ର ଗୁରୁତର ହେବା ଘଟଣା,୫ଜଣ ଶିକ୍ଷକଙ୍କ ବିରେଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ନିଆଁରେ ପୋଡ଼ି ହୋଇ ୪ ଛାତ୍ର ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ପ୍ରଶାସନ ପାଇକ ଡାକୁଲଗୁଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟର ୫ଜଣ ଶିକ୍ଷକଙ୍କ ବିରେଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବା ସାଙ୍ଗକୁ କାରଣ ଦର୍ଶାଅ ନୋଟିସ ଜାରି…

ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧଓ୍ୱନ

ପୂର୍ବତନ ଭାରତୀୟ କ୍ରିକେଟର । ଶିଖର ଧଓ୍ୱନ, ଗବ୍ବର ଭାବେ ବେଶ ଜଣାଶୁଣା । ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ପୂର୍ବତନ ଓପନର । ପୁଣିଥରେ ହାତକୁ ଦିହାତ ହେବେ ସଂସାର ଗଢିବେ । ତାଙ୍କର ବହୁ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍ଙ୍କୁ ଖୁବ୍ ଶୀଘ୍ର ବିବାହ…

ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Redmi Note 15 ଲଞ୍ଚ କଲା Xiaomi

Xiaomi ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Redmi Note 15 ଲଞ୍ଚ କରିଛି। ଏହା ଭାରତରେ ଏହିବର୍ଷର ପ୍ରଥମ ସ୍ମାର୍ଟଫୋନ୍‌। Redmi Note 14ର ଅପ୍‌ଗ୍ରେଡ୍‌ ମଡେଲ୍‌ ହେଉଛି Note 15; ଏଥିରେ କର୍ଭଡ୍‌ ଡିସ୍‌ପ୍ଲେ, କ୍ବାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌ ଓ 108MPର କ୍ୟାମେରା…

ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ , ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ…

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ସଡ଼କ ଦୃଘଟଣା, ସ୍କୁଟି ଉପରେ ଚଢିଗଲା ଯାତ୍ରୀବାହୀ ବସ , ସାମ୍ବାଦିକା ମୃତ

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢିଯାଇଛି। ଏଥିରେ ସାମ୍ବାଦିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସାମ୍ବାଦିକା ହେଲେ…