Browsing Tag

#metro tv

ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି

ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା ଅନୁଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଅନୁଭବ। ଦଳରେ ମିଶିବା ପରେ ଅନୁଭବ କେଉଁଠୁ ଲଢିବେ ତାହା ଉପରେ ନଜର ରହିଛି।…

ଆଜିର ରାଶିଫଳ

ମେଷ: ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମନାନ୍ତର, ମତାନ୍ତର ଦେଖା ଦେଇପାରେ। ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ବୃଷ: ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ।…

ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍‌‌ଜେଟ୍‌‌

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍‌‌ଜେଟ୍‌‌ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନବନ୍ଦରରରୁ ସ୍ପାଇସ୍ ଜେଟ୍ତା ’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ…

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସୂଚନା, ଏପ୍ରିଲ ୮ରୁ ହେବ ସକାଳୁଆ ଅଦାଲତ

ରାଜ୍ୟର ସମସ୍ତ ଜିଲା ଓ ନିମ୍ନ ଅଦାଲତଗୁଡିକ ଏପ୍ରିଲ ୮ରୁ ସକାଳୁଆ ଚାଲିବ। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଦାଲତ ଖୋଲା ରହିବ। ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ।ଖରାଦିନ ଛୁଟି ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ…

ପଦ୍ମ ଧରିଲେ ଆକାଶ ଦାସ ନାୟକ

ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ରବିବାର ବିଜେପିର ହାତ ଧରିଛନ୍ତି ପୂର୍ବତନ କୋରେଇ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି,…

ରାଜ୍ୟପାଳ ନିଜ କର୍ତ୍ତବ୍ୟ କରିବା ଉଚିତ୍, ବିଲ ଅଟକାଇବା ଉଚିତ ନୁହେଁ: ସୁପ୍ରିମକୋର୍ଟ

କେତେଜଣ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ବିଲକୁ ଅଟକାଇ ରଖିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା କହିଛନ୍ତି ଯେ ରାଜ୍ୟପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ କହିବା ଅଦାଲତ ପାଇଁ ଅରୁଚିକର।ନାଲସାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘କୋର୍ଟ…

ଚିକିଟି ନିର୍ବାଚନ ମଣ୍ଡଳୀରେ ଯୁବରାଜଙ୍କ ସହ ପ୍ରଚାର କଲେ ମା’ ଉଷା ଦେବୀ

ଟିକେଟ୍ ମିଳିବା ପ୍ରାର୍ଥୀମାନେ ପ୍ରଚାର ଟମଇଦାନକୁ ଓହ୍ଲାଇଲେଣି । ଗଂଜାମ ଜିଲ୍ଲାର ଚର୍ଚିତ ନିର୍ବାଚନ ମଣ୍ଡଳି ଚିକିଟି ମା’ ପୁଅ ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ତଥା ଚିକିଟି ଗଡର ଯୁବରାଜ ଚିନ୍ମୟ ସ୍ୱରୁପ୍ ଦେବ୍, ମା’ ଉଷା ଦେବୀଙ୍କ ସହ ମିଶି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।…

ଆଡ୍‌ଭାନୀଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଭେଟେରାନ ରାଜନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏଲ୍‌.କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର…

ଆଜିର ରାଶିଫଳ

ମେଷ: କାମକୁ ଗୁରୁତ୍ୱ ଦେବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ପାରିବାରିକ ସମସ୍ୟାର ସମାଧାନ ହେବ। ଆଜି ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ, ଶୁଭଫଳ ପାଇବେ। ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକେ ପ୍ରଶଂସା ପାଇବେ। ଏହା ସହିତ ସେମାନଙ୍କ ଲୋକ ସମ୍ପର୍କ ବଢ଼ିବ। ରାସ୍ତାରେ…

ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ

ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ…