୫୩ତମ ଜନ୍ମଦିନ ପାଳନ କରୁଛନ୍ତି ‘କ୍ରିକେଟର ଭଗବାନ’ସଚିନ ତେନ୍ଦୁଲକର
କ୍ରିକେଟ ପ୍ରେମୀଙ୍କ ପାଇଁ ୨୪ ଏପ୍ରିଲ ଏକ ଉତ୍ସବଠାରୁ କମ୍ ନୁହେଁ କାରଣ ୧୯୭୩ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି।
‘କ୍ରିକେଟର ଭଗବାନ’ ଭାବରେ ପରିଚିତ ସଚିନ ତେନ୍ଦୁଲକର ଆଜି ୨୪ ଏପ୍ରିଲରେ ତାଙ୍କର ଜନ୍ମଦିନ ପାଳନ…