ବୋର୍ଡ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ
ଆଗକୁ ଆସୁଛି ମାଟ୍ରିକ ଏବଂ +୨ ପିଲାଙ୍କ ବୋର୍ଡ ପରୀକ୍ଷା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ଚିଟିଙ୍ଗ କରୁଥିବା ପିଲାମାନଙ୍କୁ ସାବାଡ଼ କରିବା ପାଇଁ ନିଆଯିବ କଡ଼ା ପଦକ୍ଷେପ । ଏଥିପାଇଁ ବୋର୍ଡ ତରଫରୁ ଆଦେଶ ମଧ୍ୟ ଜାରି ହୋଇଛି । ଏହି ନୂଆ…