Browsing Tag

#maryland

ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ

ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।