ସହିଦ ଦେବାଶିଷ ଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ
ଭୁବନେଶ୍ବର : ସହିଦ ଦେବାଶିଷ ବିଶ୍ବାଳଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
https://twitter.com/ANI/status/1649604727435587584?s=20
ଏହାଛଡ଼ା ସେଠାରେ ବହୁ…