Browsing Tag

#MAN

ରାସ୍ତା ପାଶ୍ୱର୍ରେ ଚିତ୍ର ଆଙ୍କି ଭାଇରାଲ ହେଲେ ବ୍ୟକ୍ତି

ମେଟ୍ରୋ ଟିଭି ଓଡିଶା,୨୫/୧ : ଦୁନିଆରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ। କିଛି ସାଧାରଣ ଲୋକ ମଧ୍ୟ ଅସାଧାରଣ କାମ କରିଥାନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରତିଦିନ ଆମେ ସେମିତି କିଛି ଲୋକଙ୍କୁ ଭେଟୁ। ଆଜିକାଲି ଏଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ