ମାଲକାନଗିରିରୁ ଉଡ଼ିବ ବିମାନ
ଭୁବନେଶ୍ବର: ମାଲକାନଗିରିରୁ ଉଡ଼ିବ ବିମାନ । ଉପାନ୍ତ ଜିଲ୍ଲା ମାଲକାନଗିରିରୁ ବିମାନ ଉଡିବାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ ବୋଲି ଜଣାପଡିଛି । ଯାତ୍ରୀବାହୀ ବିମାନ ସେବା…