Browsing Tag

malkangiri

ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା, ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର

ଲଗାଣବର୍ଷା ଯୋଗୁ ବର୍ଷାପାଇଁ କଟକ ଭୁବନେଶ୍ୱରକୁ ଆଲର୍ଟ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ କଟକ ଓ