Browsing Tag

#maa ugratara

ଉଗ୍ରତାରାଙ୍କ ମନ୍ଦିରରୁ ଚୋରି

ଟାଙ୍ଗୀ:  ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଦୁଇ ସୁରକ୍ଷାକର୍ମୀ ଶୋଇପଡ଼ିଥିବା ବେଳେ  ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି…