ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ
ଆଗାମୀ ଦିନରେ ପୁନଃନିର୍ମିତ ମା କାମାକ୍ଷା କରିଡର କିପରି ଦେଖାଯିବ ତାର ଏକ ଝଲକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟରେ ଶେୟାର କରିଛନ୍ତି । ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଙ୍କର କରିଡ଼ରକୁ ଅପେକ୍ଷା କରିଛନ୍ତି । ମାଙ୍କ ଭକ୍ତମାନେ…