Browsing Tag

#luliavantur

ଆସିଲା ଭାଇଜାନଙ୍କ ନୂଆ ମ୍ୟୁଜିକ ଭିଡିଓ ମେଁ ଚଲା

image credit-amarujala ମେଟ୍ରୋ ଟିଭି ଓଡିଶା,୨୩/୧ : ନୂଆ ବର୍ଷରେ ଆସିଲା ଭାଇଜାନଙ୍କ ନୂଆ ଗୀତ ମେଁ ଚଲା । ଏହି ମ୍ୟୁଜିକ ଭିଡିଓରେ ଭାଇଜାନ ମୁଣ୍ଡରେ ଗାମୁଛା ପିନ୍ଧି ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ସଲମାନ ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର