ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ
ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।!-->!-->!-->…